ଶରାଗ
ଦେଖଣା
ଶରାଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶରାଗ
|
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ଜାତିବିଶେଷ —A caste inhabiting Singhbhum.
[ଦ୍ରଷ୍ଟବ୍ୟ —ସଂସ୍କୃତ - ଶ୍ରାବକ ଏମାନେ ପୂର୍ବେ ଜୈନସମ୍ପ୍ରଦାୟଭୁକ୍ତ ଥିଲେ ଓ ବାଣିଜ୍ୟ ବ୍ୟବସାୟାଦିଦ୍ୱାରା ଖୁବ୍ ଲାଭବାନ ହୋଇ ସିଂହଭୂମିର ନାନା ସ୍ଥାନରେ ବଡ଼ ବଡ଼ ଜଳାଶୟମାନ ଖୋଳାଇଥିଲେ]