Jump to content

ଶରାବ

ଉଇକିଅଭିଧାନ‌ରୁ

ଶରାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶର=ଦୁଧଶର; ଜଳ+ଅବ୍ ଧାତୁ=ରକ୍ଷାକରିବା +ଅଦିକରଣ ଅ; ଯହିଁରେ ଜଳ, ଦୁଧଶର ଆଦି ରଖା ଯାଏ)

[ସମ୍ପାଦନା]
୧. ଶର; ଚଟକା ମୃତ୍ପାତ୍ର —୧. A shallow earthen pot; a tray; a shallow saucer.
୨. ସେର ପରିମାଣ; କୁଡ଼ବ ପରିମାଣ; ମାଣିକା; ୬୪: ତୋଳା (ବିଶ୍ୱକୋଷ) —୨. A standard of measure.

[ଦ୍ରଷ୍ଟବ୍ୟ —ବୈଦକରେ ୬୪: ତୋଲା ଓଜନର ସେରର ବ୍ୟବହାର ହୁଏ (ହିନ୍ଦୀ - ଶ)]