Jump to content

ଶରାବିକା

ଉଇକିଅଭିଧାନ‌ରୁ

ଶରାବିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶରାବ+କ+ଆ)

[ସମ୍ପାଦନା]
୧. ଶରାପରି ଚାରି ପାଖ ଉଚ୍ଚ ଓ ମଝି ଗଭୀର ବ୍ରଣ (ହିନ୍ଦୀ - ଶ) —୧. A kind of boil with the rim higher than the middle.
୨. ଏକପ୍ରକାର କୁଷ୍ଠରୋଗ (ହିନ୍ଦୀ - ଶ) — ୨. A kind of leprosy.