Jump to content

ଶରାସନ

ଉଇକିଅଭିଧାନ‌ରୁ

ଶରାସନ

ଉଚ୍ଚାରଣ

[ସମ୍ପାଦନା]

(ଶରାସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଶର+ଅସ୍ ଧାତୁ=କ୍ଷେପଣ କରିବା+ କରଣ. ଅନ; ଯାହାଦ୍ୱାରା ଶର କ୍ଷେପଣ କରାଯାଏ)— ଧନୁକ; କାର୍ମୁକ —୧. A bow.
୨. ଧୃତ— ରାଷ୍ଟ୍ରଙ୍କ ଏକପୂତ୍ର (ହିନ୍ଦୀ - ଶ) —୨. Name of a son of Dhṛutarāshṭra.