ଶରୀ
ଦେଖଣା
ଶରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବୈଦ୍ୟକ)
[ସମ୍ପାଦନା]ଏରକା ନାମକ ଜଳଜ ଫମ୍ପା କାଠିଯୁକ୍ତ ତୃଣ; ବେରୁହାଁ; ସେନ୍ତରା; ସନ୍ତରା —Elephant grass; Typha; Typha Elephants.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର)
ଚାପ — Bow.
[ଉ—ବାମ ପାଦରେ ମୀନ ଇନ୍ଦ୍ର, ଶଙ୍ଖ ଶରୀ ତ୍ରିକୋଣବିନ୍ଦୁ—ପ୍ରାଚୀ ପୂର୍ଣ୍ଣତମଚନ୍ଦ୍ରୋଦୟ] ===
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଶରୀର —Body.
(ଯଥା— କହୁଛି ଦେହର ବୃତ୍ତାନ୍ତ, ଶରୀ ସଂସାର ଏକଗତ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ)