Jump to content

ଶରୀରଜ

ଉଇକିଅଭିଧାନ‌ରୁ

ଶରୀରଜ

ଉଚ୍ଚାରଣ

[ସମ୍ପାଦନା]
[ଶରୀରଜା—ସ୍ତ୍ରୀ] 

ସଂସ୍କୃତ - ବିଣ—(ଶରୀର=ଦେହରୁ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଦେହରୁ ଜାତ —Born of or produced from the body.

ବିଶେଷ୍ୟ -

[ସମ୍ପାଦନା]
୧. ପୁତ୍ର — ୧. Son.
୨. କାମ —୨. Cupid.
୩. ରୋଗ; ବ୍ୟାଧି —୩. Disease.