ଶରୀରଭାକ୍
ଦେଖଣା
ଶରୀରଭାକ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଶରୀର+ଭଜ୍ ଧାତୁ=ଭଜନା କରିବା+ କର୍ତ୍ତୃ. କ୍ୱିପ୍; ଶରୀରଭାଗ୍, ୧ମା. ୧ବ)
[ସମ୍ପାଦନା]ଶରୀର; ଶରୀରଧାରୀ —Corporeal; assuming a body.
ବିଶେଷ୍ୟ -
[ସମ୍ପାଦନା]- ୧. ଜନ୍ତୁ; ଦେହଧାରୀ ପ୍ରାଣୀ — ୧. Animal; animal body; living body.
- ୨. ମନୁଷ୍ୟ —୨. man.
- ୩. ଜୀବାତ୍ମା —୩. The embodied soul.
- ୪. ପ୍ରାଣ —୪. Life; the vital principle.