Jump to content

ଶରୀରାବରଣ

ଉଇକିଅଭିଧାନ‌ରୁ

ଶରୀରାବରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଚର୍ମ; ଚମଡ଼ା —୧. Skin.
୨. ବର୍ମ; ଢ଼ାଲ —୨. Armour; shield.
୩. ଦେହକୁ ଘୋଡ଼ାଇବା ପଦାର୍ଥ —୩. A covering for the body.
୪. ଦେହକୁ ଘୋଡ଼ାଇବା କର୍ମ — ୪. Covering the body.