ଶରୀର ପଣ
ଦେଖଣା
ଶରୀର ପଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା)
[ସମ୍ପାଦନା]- ୧. ପ୍ରାଣପଣ; କୌଣସି କାର୍ଯ୍ୟ— ସାଧନ କରିବା ପାଇଁ ଆପଣାର ଦେହକୁ ବା ପ୍ରାଣକୁ ପଣରୂପେ ରଖିବା; ଦେହପାତନ ହେଉ ପଛକେ କାର୍ଯ୍ୟ ସାଧନ କରିବି, ଏବଂଭୂତ ପ୍ରତିଜ୍ଞା —୧. Keeping the body as a stake for accomplishing a work; the undertaking of a work at the risk of losing of one's life.
- ୨. ଶରୀର କ୍ଷୟ (ବିଶ୍ୱକୋଷ);ମୃତ୍ୟୁ —୨. Death.