Jump to content

ଶରୀର ରକ୍ଷକ

ଉଇକିଅଭିଧାନ‌ରୁ

ଶରୀର ରକ୍ଷକ

ଉଚ୍ଚାରଣ

[ସମ୍ପାଦନା]
(ଶରୀର ରକ୍ଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ଦେହକୁ ରକ୍ଷା କରେ —Protecting the body.

ବିଶେଷ୍ୟ -

[ସମ୍ପାଦନା]

ରାଜା ଆଦିଙ୍କ ଦେହକୁ କୌଣସି ଆଘାତରୁ ରକ୍ଷା କରିବା ପାଇଁ ନିଯୁକ୍ତ ବ୍ୟକ୍ତି —Bodyguard; protector of the body.