ଶରୀର ରକ୍ଷଣ
ଦେଖଣା
ଶରୀର ରକ୍ଷଣ
ଉଚ୍ଚାରଣ
[ସମ୍ପାଦନା](ଶରୀର ରକ୍ଷା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଦେହ ଧାରଣ; ବଞ୍ଚିବା — ୧. Living.
- ୨. ଉପଯୁକ୍ତ ଆହାର— ବିଦାରାଦିଦ୍ୱାରା ଦେହକୁ ସୁସ୍ଥ ରଖିବା — ୨. Keeping one's body in health with proper food and exercise.
- ୩. ସ୍ୱାସ୍ଥ୍ୟ— ରକ୍ଷା —୩. Hygiene.
- ୪. ଦେହକୁ ବିପଦ ବା ଆଘାତ ଆଦିରୁ ରକ୍ଷା କରିବା —୪. Protecting the body from danger.