Jump to content

ଶରୀର ଶୋଧନ

ଉଇକିଅଭିଧାନ‌ରୁ

ଶରୀର ଶୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍) ଦେହକୁ ଶୁଦ୍ଧ କରିବା — ୧. Purification of the body.
୨. (ବହୁବ୍ରୀହି) ଯେଉଁ ଔଷଧ ଶରୀରର କୁପିତ ମଳ, ପିତ୍ତ ଓ କଫକୁ ଊର୍ଦ୍ଧ୍ୱ ବା ଅଧୋମାର୍ଗରେ ଦେହରୁ ବାହାର କରି ଦିଏ (ହିନ୍ଦୀ - ଶ) —୨. Any medicine which purges off impurities from the body.