ଶରୀର ସଂସ୍କାର
ଦେଖଣା
ଶରୀର ସଂସ୍କାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (୬ଷ୍ଠୀ ତତ୍) ଦେହକୁ ପରିଷ୍କାର ରଖିବା କର୍ମ୍ମ —୧. Act of cleaning the body.
- ୨. ଦେହଶୁଦ୍ଧି —୨. Purification of the body.
- ୩. ଦେହର ଶୋଭାବୃଦ୍ଧିକରଣାର୍ଥେ ଅଙ୍ଗରାଗାଦି ପ୍ରୟୋଗ; ପ୍ରସାଧନ —୩. Toilet.
[ଦ୍ରଷ୍ଟବ୍ୟ — ମନ୍ତ୍ର, ଅଚମନ, ପ୍ରାଣାୟାମ, ପ୍ରାୟଶ୍ଚିତ୍ତାଦି,ଦ୍ୱାରା ଦେହର ଅନ୍ତଃଶୁଦ୍ଧି ହୁଏ ଏବଂ ଅଙ୍ଗରାଗ ଲେପନ, ସ୍ନାନ, ମାର୍ଜ୍ଜନ, ପ୍ରସାଧନାଦିଦ୍ୱାରା ଦେହର ବହିଃ ଶୁଦ୍ଧି ହୁଏ]
- ୪. ଗର୍ଭାଧାନ ଠାରୁ ଅନ୍ତୋଷ୍ଟି ପର୍ଯ୍ୟନ୍ତ ବେଦବିହିତ ଷୋଳ ଗୋଟି ସଂସ୍କାର (ହିନ୍ଦୀ - ଶ) —୪. The sixteen bodily rites performed in respect of a person from conception till death.