Jump to content

ଶର୍କର

ଉଇକିଅଭିଧାନ‌ରୁ

ଶର୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. କଙ୍କର —୧. Gravel; pebbles.
୨. ବାଲୁକା କଣା —୨. Grains of sand.
୩. ଜଳଜ ପ୍ରାଣୀ ବିଶେଷ —୩. A kind of aquatic animal.
୪. ପୌରାଣିକ ଦେଶ ବିଶେଷ —୪. Name of a mythological country.

[ଦ୍ରଷ୍ଟବ୍ୟ —ଏହା କୂର୍ମଚକ୍ରର ପୁଚ୍ଛଭାଗରେ ଅବସ୍ଥିତ—(ହିନ୍ଦୀ - ଶ)]

୫. ଉକ୍ତ ଦେଶବାସୀ ବ୍ୟକ୍ତି —୫. A resident of the above country.
୬. ଶର୍କରା (ଦେଖ) - Ṡarkarā (See)