Jump to content

ଶର୍କରା

ଉଇକିଅଭିଧାନ‌ରୁ

ଶର୍କରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ=ବଧ କରିବା, ନଷ୍ଟ ହେବା+କର୍ତ୍ତୃ. କର+ଆ)

[ସମ୍ପାଦନା]

(ତୁଳନା କର—ଶର୍କରାର ଲାଟିନ୍ ନାମ ସକ୍କାରମ୍; ସୁଇଡ଼ିସ୍—ସକ୍କର୍; ଡ଼େନିସ୍—ସକ୍କର୍; ଆରବୀ— ଶକ୍କର; ଇଂରେଜୀ—ସୁଗର୍)

୧. ଚିନି; ଖଣ୍ଡ; କନ୍ଦ; ଗୁଡ଼ଆଦି ମିଷ୍ଟ ପଦାର୍ଥ —୧. Sugar.
୨. କର୍ପର ଖଣ୍ଡ; ଖପରା; ହାଣ୍ଡି ଆଦିର କ୍ଷୁଦ୍ରଖଣ୍ଡ — ୨. Potsherd.
୩. ପଦାର୍ଥର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ — ୩. Small bits or pieces.
୪. କଙ୍କର — ୪. Gravel.
୫. ରୋଗ ବିଶେଷ; ମଧୁମେହ —୫. A disease, sugar in the urine.
୬. ଅସୁରୀ; ପଥୁରୀ ନାମକ ରୋଗ —୬. Stone in the bladder.
୭. ତ୍ରିଦୋଷ ଯୋଗୁଁ ମାଂସ, ଶିରା ଓ ସ୍ନାୟୁରେ ଗ୍ରନ୍ଥି ଉତ୍ପନ୍ନ ହେବା ରୋଗ (ଉକ୍ତ ଗ୍ରନ୍ଥିରୁ ଘିଅ, ମହୁ ଓ ଚର୍ବିପରି ପୂଜ ବାହାରେ (ହିନ୍ଦୀ - ଶ) —୭. A disease in which there grow knots inside the body.