ଶର୍କରାସବ
ଗୁଡ଼ ଆଦିରୁ ପ୍ରସ୍ତୁତ ମଦ —Spirituous liquor distilled from sugar.
[ଦ୍ରଷ୍ଟବ୍ୟ —ଏହା ଅମ୍ଲପିତ୍ତ, ରକ୍ତପିତ୍ତ, କାମଳ, ଶ୍ୱାସ, ପାଣ୍ଡୁ, ବାୟୁ ଆଦି ରୋଗରେ ବ୍ୟବହୃତ ହୁଏ]