Jump to content

ଶର୍କରୀ

ଉଇକିଅଭିଧାନ‌ରୁ

ଶର୍କରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶର୍କରା+ଈ)

[ସମ୍ପାଦନା]
୧. ସଂସ୍କୃତ ଛନ୍ଦୋବିଶେଷ — ୧. Name of a Sanskrit metre.

[ଦ୍ରଷ୍ଟବ୍ୟ — ଏହା ୧ ଅକ୍ଷରରେ ବୃତ୍ତ ଏହାର ୧୩: ମୁଖ୍ୟ ଭେଦ ଅଛି ହିନ୍ଦୀ - ଶ]

୨. ନଦୀ —୨. River.
୩. ମେଖଳା — ୩. Waist band; girdle.
୪. ଲେଖନୀ; କଲମ — ୪. Pen.