Jump to content

ଶର୍କରୋଦକ

ଉଇକିଅଭିଧାନ‌ରୁ

ଶର୍କରୋଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶର୍କରା ମିଶ୍ରିତ ଉଦଳ, ମ. ପ. ଲୋ)

[ସମ୍ପାଦନା]

ଚିନି ଆଦି ମିଶ୍ରିତ ଜଳ; ପଣା; ସର୍ବତ୍ —Water or drink sweetened with sugar, sugared drink.

[ଦ୍ରଷ୍ଟବ୍ୟ —ଏଥିରେ ଅଲାଇଚ, ଲବଙ୍ଗ, କର୍ପୂର ଓ ଗୋଲମରିଚ ଗୁଣ୍ଡା ମିଶାଯାଏ ବୈଦକ ମତରେ ଏହା ବଳ ବର୍ଦ୍ଧକ, ରୁଚିକାରକ, ବାୟୁପିତ୍ତ ଓ ରକ୍ତ ଦୋଷ ନାଶକ ଓ ବମନ; ମୂର୍ଚ୍ଛା, ଦାହ ଓ ତୃଷ୍ଣା ପ୍ରଶମକ—ହିନ୍ଦୀ - ଶ]