Jump to content

ଶର୍ଦ୍ଧ

ଉଇକିଅଭିଧାନ‌ରୁ

ଶର୍ଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ଶର୍ନ୍ଧନ—ଅନ୍ୟରୂପ)

ସଂସ୍କୃତ - ବି—(ଶୃଧ୍ ଧାତୁ=ଅପାନ ବାୟୁ ତ୍ୟାଗ କରିବା+ଅ)

[ସମ୍ପାଦନା]
୧. ସଶବ୍ଦ ଅପାନ ବାୟୁ ତ୍ୟାଗ; ବାତକର୍ମ; ପାଡ଼ିବା —Breaking wind; loud expulsion of wind through the anus.
୨. ଆର୍ଦ୍ରତ୍ୱ — ୨. Dampness.
୩. ତେଜଃ (ବିଶ୍ୱକୋଷ) — ୩. Energy.