ଶର୍ଦ୍ଧଂଜହ
ଦେଖଣା
ଶର୍ଦ୍ଧଂଜହ
ଉଚ୍ଚାରଣ
[ସମ୍ପାଦନା](ଶର୍ଦ୍ଧ଼ଞ୍ଜହ—ଅନ୍ୟରୂପ, ଶର୍ଦ୍ଧଜହା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଷର୍ଦ୍ଧଂ=ଅପାନ ବାୟୁକୁ+ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶବ୍ଦ ସହକାରେ ବାତକର୍ମକାରୀ; ପାଡ଼ୁରା —୧. Given to breaking wind loudly; expelling wind loudly through the anus.
- ୨. (+କରଣ. ଅ) ମାଷ; ବୀରି —୨. A kind of pulse; Phaseolus Radiatus; Dolichos Polisus.
- ୩. ଯେଉଁଦ୍ରବ୍ୟ ସେବନ କଲେ ମଳ ଦ୍ୱାର ବାଟେ ବାୟୁ ନିଃସାରିତ ହୁଏ (ବିଶ୍ୱକୋଷ) —୩. A thing which causes wind to escape through the anus.