Jump to content

ଶର୍ବ୍ୱ

ଉଇକିଅଭିଧାନ‌ରୁ

ଶର୍ବ୍ୱ

ଉଚ୍ଚାରଣ

[ସମ୍ପାଦନା]
(ଶର୍ବ୍ୱାଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶର୍ବ୍ୱଧାତୁ=ବଧ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

ମହା— ଦେବ; ଶିବ —Ṡiba.

୨. ବିଷ୍ଣୁ —୨. Bishṇu.
୩. (+ଭାବ. ଅ) ହିଂସା —୩. Injury.
୪. ଗତି (ବିଶ୍ୱ— କୋଷ) —୪. Motion.