ଶର୍ବ୍ୱରୀ
ଦେଖଣା
ଶର୍ବ୍ୱରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶୃ ଧାତୁ+ଅଧି. ବର+ଇ)
[ସମ୍ପାଦନା]- ୧. ରାତ୍ରି —୧. Night.
- ୨. ସନ୍ଧ୍ୟା —୨. Evening.
- ୩. ହରିଦ୍ରା —୩. Turmeric.
- ୪. ସ୍ତ୍ରୀ; ନାରୀ — ୪. Woman.
- ୫. (ପୁଂ; ଶର୍ବ୍ୱର+ଇନ୍) ବାହସ୍ପତ୍ୟ ସମ୍ୱତ୍ସର ବିଶେଷ —୫. Name of a year of the Jupiter.
[ଦ୍ରଷ୍ଟବ୍ୟ —ଏଥିରେ ପୃଥିବୀରେ ଦୁର୍ଭିକ୍ଷର ଭୟ ହୁଏ—ହିନ୍ଦୀ - ଶ]