ଶର୍ମ
ଦେଖଣା
ଶର୍ମ
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶ୍ରମ)—ଶ୍ରମ (ଦେଖ) - —୧. Ṡarama (See).
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୨. ସରମ୍ (ଦେଖ) - —Ṡaram (See).
ସ. ବିଶେଷ୍ୟ - (ଶୃ ଧାତୁ+କର୍ତ୍ତୃ. ମନ; ଶର୍ମନ୍ ଶବ୍ଦ; ୧ମା. ୧ବ)
[ସମ୍ପାଦନା]- ୧. କଲ୍ୟାଣ; ସୁଖ —୧. Blessing; bliss; happiness.
(ଯଥା—ଶର୍ମ ଏପରି ସ୍ୱପ୍ନ ହୋଇଲା ଆସି—କବିସୂର୍ଯ୍ୟ କବିତାକଲ୍ଲୋଳ)
- ୨. ମଙ୍ଗଳ — ୨. Prosperity.
- ୩. ସଙ୍ଗସୁଖ —୩. Pleasures of companionship.
(ଉ—କେ ରସବତୀ କର୍ମ ଛାଡ଼ିଲା, କର୍ମ କରି କୃଷ୍ଣ ଶର୍ମ ଲୋଡ଼ିଲା—ରସକଲ୍ଲୋଳ)
- ୪. ଗୃହ; ଘର (ହିନ୍ଦୀ - ଶ) —୪. House, residence.
- ୫. ସୁଖୀ ବ୍ୟକ୍ତି —୫. A happy person.