Jump to content

ଶର୍ମା

ଉଇକିଅଭିଧାନ‌ରୁ

ଶର୍ମା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଶୃ ଧାତୁ=ନାଶକରିବା+ମନ୍; ଶର୍ମନ ୧ମା. ୧ବ; ଯେ ବ୍ରହ୍ମଜ୍ଞାନଦ୍ୱାରା ଅମଙ୍ଗଳକୁ ନାଶ କରନ୍ତି)

[ସମ୍ପାଦନା]
୧. ବ୍ରାହ୍ମଣଙ୍କ ଉପନାମ ବା ବଂଶୋପାଧି ପରେ ଯୁକ୍ତ ଉପାଧି — ୧. An appellation added to the name and family title of a Brāhmaṇa.

(ଯଥା— ଅମୁକ ମିଶ୍ରଶର୍ମା; ଅମୁକ ଦାଶକର୍ମ, ଅମୁକ ଦେବଶର୍ମା)

[ଦ୍ରଷ୍ଟବ୍ୟ —ସାଧାରଣତଃ ବ୍ରାହ୍ମଣମାନଙ୍କ ବଂଶଗତ ଉପାଧି ପରିବର୍ତ୍ତରେ ଶାଖାଗତ ଉପାଧି (ଯଥା— ଦେବ, ଦାଶ, କର, ଧର) ପରେ ଶର୍ମା ଶବ୍ଦ ବ୍ୟବହୃତ ହୁଏ କ୍ଷତ୍ରିୟମାନଙ୍କ ଉପାଧି ବର୍ମା]

ସଂସ୍କୃତ -ବିଶେଷଣ -

[ସମ୍ପାଦନା]

ସୁଖୀ [ପ୍ରକୃତବାଦ] —Happy.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରାହ୍ମଣ ମାତ୍ର —୧. Any Brahman.
୨. ମୁଁ ସ୍ୱୟଂ —୨. I myself.

(ଯଥା—ଆପଣ ସିନା ମୋତେ ଭୁଲାଉଛନ୍ତି, କିନ୍ତୁ ଶର୍ମା ଭୁଲିବା ଜନ୍ତୁ ନୁହନ୍ତି)