ଶର୍ମିଳ
ଶର୍ମାଉପାଧିଯୁକ୍ତ ବ୍ରାହ୍ମଣ — A class of Brahmans having Ṡarmā as their surname.
(ଉ— ସେଠାରେ ରହିଛନ୍ତି ଶର୍ମିଳ ବ୍ରାହ୍ମଣ, ତାହାଙ୍କୁ ମୋର ସମୀପକୁ ଘେନିଆଣ—କୃଷ୍ଣସିଂହ. ମହାଭାରତ. ଅନୁଶାସନ)