ଶର୍ଯ୍ୟାତି
ଶର୍ଯ୍ୟାତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୈବସୁତ ମନୁଙ୍କ ପୁତ୍ର ରାଜାବିଶେଷ — Name of a king who was the son of B&aline;i̱baswata manu.
[ଦ୍ରଷ୍ଟବ୍ୟ — ଏ ରାଜା ବୈବସୁତମନୁଙ୍କ ପୁତ୍ର ଏକଦା ଏ ସୈନ୍ୟସାମନ୍ତ ସହ ଚ୍ୟବନ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଓ ସେଠାରେ ଏହାଙ୍କ କନ୍ୟା ସୁକନ୍ୟା ବଲ୍ୟଚପଳତା—ବଶତଃ ଚ୍ୟବନଙ୍କ ଆଖି ଫୁଟାଇଦେବାରୁ ମୁନିବର କ୍ରୁଦ୍ଧ ହୋଇ ଏହାଙ୍କ ସୈନ୍ୟ ସାମନ୍ତଙ୍କ ମଳତ୍ୟାଗ ବନ୍ଦ କରିଦେଲେ ଅବଶେଷରେ ମୁନିଙ୍କର କ୍ରୋଧ ଶାନ୍ତିପାଇଁ ଶର୍ଯ୍ୟାତି ଆପାଣା କନ୍ୟାକୁ ଚ୍ୟବନଙ୍କ ସହିତ ବିବାହ କରାଇଥିଲେ]
ଶର୍ଯ୍ୟାତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୈବସୁତ ମନୁଙ୍କ ପୁତ୍ର ରାଜାବିଶେଷ — Name of a king who was the son of B&aline;i̱baswata manu.
[ଦ୍ରଷ୍ଟବ୍ୟ — ଏ ରାଜା ବୈବସୁତମନୁଙ୍କ ପୁତ୍ର ଏକଦା ଏ ସୈନ୍ୟସାମନ୍ତ ସହ ଚ୍ୟବନ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଓ ସେଠାରେ ଏହାଙ୍କ କନ୍ୟା ସୁକନ୍ୟା ବଲ୍ୟଚପଳତା—ବଶତଃ ଚ୍ୟବନଙ୍କ ଆଖି ଫୁଟାଇଦେବାରୁ ମୁନିବର କ୍ରୁଦ୍ଧ ହୋଇଏହାଙ୍କ ସୈନ୍ୟ ସାମନ୍ତଙ୍କ ମଳତ୍ୟାଗ ବନ୍ଦ କରିଦେଲେ ଅବଶେଷରେ ମୁନିଙ୍କର କ୍ରୋଧ ଶାନ୍ତିପାଇଁ ଶର୍ଯ୍ୟାତି ଆପାଣା କନ୍ୟାକୁ ଚ୍ୟବନଙ୍କ ସହିତ ବିବାହ କରାଇଥିଲେ]