Jump to content

ଶର କାରୀ

ଉଇକିଅଭିଧାନ‌ରୁ

ଶର କାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଣୁଆ; ଶବର — Fowler; bird-catcher.

[ଉ—ଯେସନେ ଶରକାରୀ ପଥେ, ଶର ବିନ୍ଧଇ ହେଠ ମାଥେ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତୀର ନିର୍ମାତା ବ୍ୟକ୍ତି [ହିନ୍ଦୀ - ଶ] — A manufacturer of arrows.