ଶର ଚିହ୍ନ
ଦେଖଣା
ଶର ଚିହ୍ନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]କୌଣସି ବିଷୟ ବା ଲେଖା ପ୍ରତି ବିଶେଷ ଭାବରେ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ କିମ୍ୱା ନଦୀର ଓ ମାର୍ଗାଦିର ଗତିକୁ ବା ପ୍ରବାହର ଦିଗକୁ ନକସାରେ ଚିହ୍ନାଇବା ପାଇଁ ବ୍ୟବହୃତ ବାଣାକୃତି ଚିହ୍ନ, (ଯଥା—/?/) —The arrow mark; a sign used in writing to indicate the direction of the flow of a river or road or in directing the reader's particular attention to something following.