ଶର ଜାଳ
ଶରସମୂହ; ଜାଲ ପରି ଘନ— ଭାବରେ ପରସ୍ପର ଛନ୍ଦିହୋଇ ଦେଖା ଯାଉଥିବା ବିନ୍ଧ ତୀରମାନ —A net of arrows; a very thick discharge of arrows resembling a network formed in air.