Jump to content

ଶର ତୃଣ

ଉଇକିଅଭିଧାନ‌ରୁ

ଶର ତୃଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧାନ୍ୟାଦିବର୍ଗର ଦୀର୍ଘାୟୁଃ ତୃଣ ବିଶେଷ; ମୁଞ୍ଜତୃଣ; କାଣ୍ଡଶର —The mun̄ja grass, Saccha rum Arundinaceum, Var, Cilearis; the penr-eed grass.

[ଦ୍ରଷ୍ଟବ୍ୟ —ଏହାର ଗଛ ଆଖୁ ଗଛ ପରି ୮/୧ ହାତ ଡ଼େଙ୍ଗା; କିନ୍ତୁ ପତ୍ର ସରୁ ଏହାର ପତ୍ରଦ୍ୱାରା ଘର ଛୁଆଣି ଓ ପାନ ବରଜର ତାଟି ହୁଏ ଏହାର ଡ଼ାଙ୍ଗଦ୍ୱାରା ଧନୁଶରର ବେଣ୍ଟ ହୁଏ ଏବଂ କାଠି କଲମ ମଧ୍ୟ ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା ମଧୁରତିକ୍ତ, ସେ, ଶୀତଳ, ବଳବୀର୍ଯ୍ୟକାରକ, ଶୂକ୍ରବର୍ଦ୍ଧକ ଓ ଦାହ, ତୃଷ୍ଣା, ମଦ, ଭ୍ରାନ୍ତି, ଆମ ଦୋଷ, ମୂତ୍ରକୃଚ୍ଛ୍ର ବିସର୍ପ, ନେତ୍ର ରୋଗ ଓ ତ୍ରିଦୋଷ ପକ୍ଷେ ଉପକାରକ]