ଶର ବଣ
ଦେଖଣା
ଶର ବଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର ବନ)
[ସମ୍ପାଦନା]ଯେଉଁ ବଣ ଶର ଗଛରେ ପୂର୍ଣ୍ଣ —A forest or jungle of Ṡara reeds.
[ଉ—ଶର ବଣରେ ଘର କରିଣ ରହିଲେ —କୃଷ୍ଣସିଂହ. ମହାଭାରତ. ଆଦି]
[ଦ୍ରଷ୍ଟବ୍ୟ —କାର୍ତ୍ତିକେୟଙ୍କର ଶର ବନରେଜାତ ହୋଇଥିବା କଥା ପୁରାଣରେ ଉଲ୍ଲେଖ
(ଶର୍ବଣ—ଗ୍ରାମ୍ୟରୂପ)ଅଛି ]
ଅନୁବାଦ
[ସମ୍ପାଦନା]ଅଛି]
ଗ୍ରାମ୍ୟ - ଓ ପଦ୍ୟ
[ସମ୍ପାଦନା]- ୧. (ସଂସ୍କୃତ - ଶ୍ରବଣ)— ଶ୍ରବଣ; ଶୁଣିବା —୧. Hearing.
[ଉ— ଶରବଣ କରିଛ ଋଷିଗିର—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି]
- ୨. କାନ —୨. Ear.