Jump to content

ଶର ଭଜା

ଉଇକିଅଭିଧାନ‌ରୁ

ଶର ଭଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୁଧ ଆଉଟା ହେବା ପରେ କରେଇରେ ପଡ଼ିବା ପିଠାପରି ଗୋଲାକାର ଶରର ଆବରଣକୁ ସାବ— ଧାନତାପୂର୍ବକ ପ୍ରସ୍ତ ପ୍ରସ୍ତ କରି ଉଠାଇ ଅନେକଗୁଡ଼ିଏ ପ୍ରସ୍ତକୁ ଉପର୍ଯ୍ୟୁପରି ରଖି ତହିଁରେ ଚିନି ବା ଖଣ୍ଡ ଚୂନା ଛୢଞ୍ଚି ଘିଅରେ ଭାଜି ତିଆରି କରାଯିବା ମିଷ୍ଟାନ୍ନବିଶେଷ — A sort of sweetment consisting of layers of cream sprinkled over with powdered sugar and fried in ghee.