Jump to content

ଶର ମନ୍ଦିର

ଉଇକିଅଭିଧାନ‌ରୁ

ଶର ମନ୍ଦିର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶର+ମନ୍ଦିର)

[ସମ୍ପାଦନା]

ରାଜକନ୍ୟା ଓ କ୍ଷତ୍ରିୟକନ୍ୟାଙ୍କ ପ୍ରଥମ ରଜୋଦର୍ଶନ ଉପଲକ୍ଷରେ କରାଯିବା ଉତ୍ସବ —A festival observed on the appearance of the menses of the girls of Raj families.

[ଉ—ମହାଦେବୀ ତ ପରମ ବିଦୁଷୀ x x x କଲେ ଶର—ମନ୍ଦିର ଫରମାସ— କବିସୂର୍ଯ୍ୟ. ଚନ୍ଦ୍ରକଳା]

[ଦ୍ରଷ୍ଟବ୍ୟ —ଗୃହ ତଳରେ ବିରି ଚାଉଳରେ କୋଠି କଟାଯାଇ ଏଥିରେ ପ଼ଞ୍ଚବର୍ଣ୍ଣ ମୁରୁଜ ଦିଆଯାଏ ଓ ଚାରି କୋଣରେ ଚାରୋଟି ତୀର ଓ ଚାରୋଟି କଦଳୀ ଗଛ ପୋତା ଯାଏ ତହିଁରେ ପୂର୍ଣ୍ଣକୁମ୍ଭ ଥାପି ଉପରେ ଚାନ୍ଦୁ ଆଟାଣି ଖୁଲାରେ ସାତଦୀପ ରଖି ଋତୁସ୍ନାନ ଦିନ ବାଳିକାକୁ ବନ୍ଦାନ୍ତି ଓ ଗୁଡ଼ିଏ ବାଳିକା ହଳଦୀ ପାଣି ଫିଙ୍ଗାଫିଙ୍ଗି ହୁଅନ୍ତି ତାପରେ ତୀର୍ଥଜଳରେ ରଜସ୍ୱଳା ବାଳିକାର ଅଭିଷେକ କରାଯାଏ ଏବଂ ତତ୍ପରେ ଦେବତା ଦର୍ଶନ ଓ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ]