Jump to content

ଶର ମଲ୍ଲ

ଉଇକିଅଭିଧାନ‌ରୁ

ଶର ମଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶର=ତୃଣ+ମଲ୍ଲ ଧାତୁ=ଧାରଣ କରିବା+ କର୍ତ୍ତୃ. ଅ; ଯେଉଁମାନେ ଶର ତୃଣାଦିକୁ ତଣ୍ଟରେ ଧରି କରି ନେଇ ନୀଡ଼ ନିର୍ମାଣ କରନ୍ତି)

[ସମ୍ପାଦନା]
୧. ଗୁହୁକାଳିକା ପକ୍ଷୀ (ବିଶ୍ୱକୋଷ) —୧. A bird; the pied myna.
୨. (ଶର ବିଷୟରେ ମଲ୍ଲ) ଶରଦ୍ୱାରା ଯୁଦ୍ଧ କରିବା ବ୍ୟକ୍ତି; ତୀରନ୍ଦାଜ —୨. An archer; a warrior fighting with arrows.