ଶର ମୁଣା
ତୃଣୀର; ଯେଉଁ ମୁଣିରେ ବା ଥଳିରେ ଶରମାନ ରଖା ଯାଇଥାଏ ଓ ଯାହା ଧାନୁଷ୍କର କାନ୍ଧ ତଳେ ପିଠିଆଡ଼େ ଝୁଲୁଥାଏ ଏବଂ ଧନୁ ମାରିବା ବେଳେ ଯହିଁରୁ ତୀରନ୍ଦାଜ ଗୋଟିଏ ଶର କାଢ଼ି ଧନୁରେ ଲଗାଏ —A quiver.