ଶର ଯୋଖିବା
ଦେଖଣା
ଶର ଯୋଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶର ଯୋଖିବା
|
ଦେଶଜ - କ୍ରି. (ସଂସ୍କୃତ - ଶର ଯୋଜନ)
[ସମ୍ପାଦନା]- ୧. ଧନୁରେ ଶର ଲଗାଇବା —୧. To apply an arrow to a bow to fix an arrow to the string of a bow.
- ୨. ଲାଖ ବିନ୍ଧିବା — ୨. To shoot at a target; to shoot at an aim with the bow.