ଶର ଶଯ୍ୟା
ଦେଖଣା
ଶର ଶଯ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶରଦ୍ୱାରା ରଚିତ ଶଯ୍ୟା, ମ. ପ. ଲୋ)
[ସମ୍ପାଦନା]- ୧. ଶରର ପୁଙ୍ଖମାନ ଶରର ମୁନଗୁଡ଼ିକ ଉପରଆଡ଼କୁ ଥିବା ଅବସ୍ଥାରେ ଶରର ମୁନମାନଙ୍କଦ୍ୱାରା ରଚିତ ଶଯ୍ୟା —୧. A bed made up by the bristling points of arrows.
- ୨. ଯୁଦ୍ଧକ୍ଷେତ୍ର (ପକ୍ଷମାନଙ୍କଦ୍ୱାରା ନିକ୍ଷିପ୍ତ ଶରମାନ ଯେଉଁଠାରେ ଶଯ୍ୟା ପରି ଭୂମିରେ ବିଛାଇ ହୋଇଥାଏ) —୨. A battlefield (covered with a layer of arrows.)