ଶର ଶୁଆରି
ଏକପ୍ରକାର ଘୃତପକ୍ୱ ମିଷ୍ଟାନ୍ନ ପିଠା — A kind of sweet caKe.
[ଦ୍ରଷ୍ଟବ୍ୟ —ଅଟାରେ ଛେନା ଓ ଚିନି ମିଶାଯାଇ ଘିଅରେ ମୁଦ୍ରାକାର ପିଠାମାନ ଛଣାଯାଏ ଓ ପରେ ତାହା ଘନ ଆଉଟା ଦୁଧରେ ବତୁରା ଯାଏ]