ଶର ସ୍ତମ୍ଭ
ଦେଖଣା
ଶର ସ୍ତମ୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବିଦ୍ୟାଦ୍ୱାରା ବିପକ୍ଷରେ ଶରଚାଳନ କରିବାର ଶକ୍ତି ରହିତ କରାଯାଏ — ୧. The magical art by which the adversary's power of shooting arrow is restrained.
- ୨. ଶରର ଦଣ୍ଡ (ବିଶ୍ୱକୋଷ) — ୨. The body or stock of an arrow.
- ୩. ପ୍ରାଚୀନ ପ୍ରବରକାର ଜଣେ ଋଷି —୩. Name of a sage who was the progentitor of a clan.
- ୪. ମହାଭାରତୋକ୍ତ ସ୍ଥାନବିଶେଷ —୪. Name of an ancient locality.