ଶଲରା
ଦେଖଣା
ଶଲରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶଲ୍ଲବୀର; ଏହାର କଣ୍ଟାମାନ ଶଲ୍ଲକୀ ଦେହର କଣ୍ଟା ପରି ବଡ଼ ଓ ମୁନିଆ ଥିବାରୁ)—ମଦନ ବୃକ୍ଷ —୧. A sort of thorny tree; Bushy Gardenia; Randia Dumetrum.
ଅନୁବାଦ
[ସମ୍ପାଦନା]ଶଲରା
ଫାରାସୀ - କରେଲା ବୈ. କରିଲ, କାକରକାୟା ଆରବୀ - କିସ୍ ସାଉଲ୍ ହିମାଚ୍ ସଂସ୍କୃତ - ପର୍ଯ୍ୟାୟ—କାରବେଲ୍ଲ, କଠିଲ୍ଲ |
- ୨. (ସଂସ୍କୃତ - କାର ବେଲ୍ଲ)—ଏକପ୍ରକାର କଲରା ବା କୁଆମଇତା ଲତା ଫଳ; କୁନ୍ଦୁରୁକୀ — ୨. A kind of bitter fruit with a rough rind used in cuurry; Memordica Charantica; Hairy Memordica; Tricosanthes Cucumerina.
(ଏହା—ତିକ୍ତ ଲଘୁ, ଶୀତବୀର୍ଯ୍ୟ, ଭେଦକ; ଜ୍ୱର, କଫ, ପିତ୍ତ, ରକ୍ତପାଣ୍ଡୁ, ମେହ ଓ କୃମିନାଶକ)