ଶଲାଇ
ଦେଖଣା
ଶଲାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶଳ୍କା ବା ଶଲ୍ୟ)—ସନ୍ଥା; ଘାଆ ଆଦିରୁ ପୂଜ ନିଗିଡ଼ିବା ପାଇଁ ଘାଆ ମୁଁହ ବାଟେ ଭିତରକୁ ଦିଆଯିବା ବଳିତା ବା କାଠି — ୧. A wick or tube introduced into a sore through the mouth to drainit.
[ଦ୍ରଷ୍ଟବ୍ୟ —ଅକାନବିନ୍ଧି ପତ୍ରର ଡ଼େମ୍ଫ ଶଲାଇ ଦେଲେ ଘାଆର ମୁଁହ ବନ୍ଦ ହୋଇ ଯାଏ ନାହିଁ]
- ୨. କାନ କୁଣ୍ଡାଇବା ପାଇଁ ବ୍ୟବହୃତ କାଠି —୨. A quill or twig to scratch the earhole.
ଅନୁବାଦ
[ସମ୍ପାଦନା]- ୩. (ସଂସ୍କୃତ - ଶଲ୍ଲକୀ)—ଲୋବାନ୍; ସୁଗନ୍ଧ ବୃକ୍ଷନିର୍ଯ୍ୟାସ ବିଶେଷ; ଧୂପରେ ବ୍ୟବହୃତ ଗୁଗ୍ଗୁଳୁ ବିଶେଷ —୩. Fankincense; olibanum.