Jump to content

ଶଲାଇବା

ଉଇକିଅଭିଧାନ‌ରୁ

ଶଲାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଶଳା)

[ସମ୍ପାଦନା]
୧. କାନର ବା ନାକର ଛିଦ୍ରରେ କାଠି ପୁରାଇବା —୧. To thrust a wick or twig into the earhole or nostril.
୨. (କାନ ଓ ନାକ) ଛିଦ୍ରରେ କୌଣସି ପଦାର୍ଥ ପଶିବା ଯୋଗୁଁ ସଲ ସଲ ଅନୁଭବ କରିବା —୨. (the ear or nostril) To have an itching sensation owing to the presence of a foreign matter.