ଶଲାଟ
ଏକ ଭଡ଼ା (ଜିନିଷ); ଏକ ଶଗଡ଼ ପରିମିତ ବସ୍ତୁ —A cartload of any thing.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ହଜାର ପଳ ପରିମିତ]