ଶଲ୍ଲ
ଦେଖଣା
ଶଲ୍ଲ
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଲ୍ୟ)
ଶଲ (ଦେଖ) - —Sala (See).
ସଂସ୍କୃତ - ବି—(ଶଲ୍ଲ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶଳ୍କ; କାତି — ୧. Scales on the body of some animals.
- ୨. ବଳ୍କଳ —୨. Bark.
- ୩. ବକ୍; ଚର୍ମ —୩. Skin; rind.
- ୪. ଭେକ; ବେଙ୍ଗ —୪. Frog.
- ୫. ଶଲରା (ଦେଖ) - —୫. Ṡalarā (See)
[ଦ୍ରଷ୍ଟବ୍ୟ —ଏହା ଶଲରା ଜାତୀୟ; ଏଥିରେ ଫଳ କଲରାଠାରୁ ଲମ୍ୱ ହରେକୃଷ୍ଣ ଦ୍ରବ୍ୟଗୁଣ]