ଶଲ୍ଲକ
ଦେଖଣା
ଶଲ୍ଲକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶଲ୍ଲ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଶଳ୍କ; କାତି — ୧. Scales on the body of certain animals.
- ୨. ବଳ୍କଳ; ତ୍ୱକ୍ —୨. Bark; rind.
- ୩. ଝିଙ୍କ ଦେହରେ ଥିବା କାଠି —୩. The quills of porcupine.
- ୪. ଛଣପଟ ଗଛ; ଶଣ ଗଛ — ୪. The Ṡaṇa hemp plant.
- ୫. ଚମଡ଼ା (ହିନ୍ଦୀ - ଶ) —୫. Skin.
- ୬. ଝିଙ୍କ (ହିନ୍ଦୀ - ଶ) — ୬. Porcupine.