Jump to content

ଶଲ୍ଲକୀ ନିର୍ଯ୍ୟାସ

ଉଇକିଅଭିଧାନ‌ରୁ

ଶଲ୍ଲକୀ ନିର୍ଯ୍ୟାସ

ଉଚ୍ଚାରଣ

[ସମ୍ପାଦନା]

(ଶଲ୍ଲକୀଦ୍ରତ, ଶଲ୍ଲକୀରସ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦକ)

[ସମ୍ପାଦନା]

କୁନ୍ଦୁରୁଖୁଟି; ଲୋବାନ୍; ଶୀଳା— ରସ —Indian oilbanum; Benzoin; Styrax Benzoin; liquid amber;

[ଦ୍ରଷ୍ଟବ୍ୟ —ଏହା ଝୁଣାପରି ଧୂପପାଇଁ ବ୍ୟବହୃତ ହୁଏ ହିନ୍ଦୁମାନେ ଦେବଳୟାଦିରେ ଝୁଣାଦ୍ୱାରା ଧୂପ


ଅନୁବାଦ

[ସମ୍ପାଦନା]

ଦେବାପରି ମୁସଲମାନ୍ମାନେ ଏଥିରେ ଧୂପ ଦିଅନ୍ତି ବୈଦଶାସ୍ତ୍ର ଅନୁସାରେ ଏହା ମଧୁର କଟୁ ତିକ୍ତ ରସ ଏହା ପାନ ଓ ବାହ୍ୟ ପ୍ରୟୋଗରେ ଶୀତଳ ଓ କଫ, ପିତ୍ତ ଦାଦ, ପ୍ରଦର, ଜ୍ୱର, ସ୍ୱେଦ, ଚର୍ମରୋଗ, ଗ୍ରହଦୋଷ, ମୁଖରୋଗ, କଫ ଓ ବାୟୁର ଶାନ୍ତିକାରକ ଏହା ଚିନି ସହିତ ପ୍ରୟୋଗ କଲେ ବା ଲେପ ଦେଲେ ମେହ ଓ କୋଷବୃଦ୍ଧିଜନିତ ବେଦନା ଶାନ୍ତ ହୁଏ]