ଶଲ୍ୟୋତ୍ପାଟନ
ଦେଖଣା
ଶଲ୍ୟୋତ୍ପାଟନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀତତ୍; ଶଲ୍ୟ+ଉତ୍ପାଟନ)
[ସମ୍ପାଦନା]- ୧. ଦେହରେ ପଶିଯାଇଥିବା କଣ୍ଟା ବା ଶରକୁ କାଢ଼ିବା — ୧. Extraction of a nail or dart from a wounded body.
- ୨. ଗୃହର ବାସ୍ତୁର ତଳୁ ପୋତାଥିବା ମନୁଷ୍ୟ ବା ପଶୁ ଆଦିଙ୍କ ଅସ୍ଥିକୁ ବାହାର କରିବା ରୂପ ସଂସ୍କାର — ୨. The act or ceremony of digging out the bones of animals which may be found underneath the surface of a site where a new house is going to be built.