Jump to content

ଶଲ୍ୟ ତନ୍ତ୍ର

ଉଇକିଅଭିଧାନ‌ରୁ

ଶଲ୍ୟ ତନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶବକ୍ୟବଚ୍ଛେଦ ବିଦ୍ୟା; ଦେହରେ ଅସ୍ତ୍ରପୋଚାର ବିଦ୍ୟା —୧. Science of surgery; science of dissection.
୨. ଦେହରେ ପଶିଥିବା କଣ୍ଟା ଆଦି କାଢ଼ିବା ବିଦ୍ୟା —୨. The science dealing with the extraction of foreign bodies from the body.