Jump to content

ଶଳା

ଉଇକିଅଭିଧାନ‌ରୁ

ଶଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଳ୍ ଧାତୁ+କର୍ତ୍ତୃ. ଅ+ଆ)

[ସମ୍ପାଦନା]

ଶଳାକା; ଖଡ଼ିକା; ସରୁ କାଠି (ବିଶ୍ୱକୋଷ) —A thin twig.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୟାଳକ)

[ସମ୍ପାଦନା]
୧. ଶ୍ୟାଳକ —୧. Wife's brother.

[ଦ୍ରଷ୍ଟବ୍ୟ —ଶଳାର ସ୍ତ୍ରୀଙ୍କ ଶଳା ଭାଉଜ ଓ ଆପଣା ସ୍ତ୍ରୀର ସାନ ଭଉଣୀଙ୍କୁ ଶାଳୀ ଏବଂ ବଡ଼ ଭଉଣୀଙ୍କୁ ଦେଢ଼ଶାଶୁ ବୋଲାଯାଏ]

୨. ଗାଳି ବିଶେଷ —୨. A term of abuse.



ଶଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ଶାଳ୍ ଧାତୁ=ଗମନ କରିବା+କର୍ମ. ଅ+ଆ; ଯେଉଁ ଠାକୁ ବିଶ୍ରାମାର୍ଥେ ଗମନ କରାଯାଏ)

[ସମ୍ପାଦନା]
୧. ଆଳୟ; ଗୃହ — ୧. House; abode.
୨. ଗୃହୈକଦେଶ; ଗୃହର ଅଂଶ —୨. A part of a house.
୩. ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବା ଉଦ୍ଦେଶ୍ୟରେ ବ୍ୟବହୃତ ଗୃହ —୩. A room or place used for a particular purpose.

[ ଯଥା—ପାଠଶାଳା, ଅଗ୍ନିଶାଳା, ଯଜ୍ଞଶାଳା]

୪. ଘରର ଶାହାଲା —୪. Row of houses.
୫. ବଡ଼ ଡାଳ — ୫. A big branch.
୬. ଇନ୍ଦ୍ରବଜ୍ରା ଓ ଉପେନ୍ଦ୍ରବଜ୍ରା ବୃତ୍ତଦ୍ୱୟର ଯୋଜନରେ ରଚିତ ବୃତ୍ତ ବିଶେଷ — ୬. Name of a mixed Sanscrit metre.

[ ଦ୍ର—ଏଥିର ତୃତୀୟ ଚରଣ ଉପେନ୍ଦ୍ରବଜ୍ରା ଓ ବାକି ୩ ଚରଣ ଇନ୍ଦ୍ରବଜ୍ରା ବୃତ୍ତ—ହିନ୍ଦୀ - ଶ ]