ଶଳା ପରିହାସି
ଦେଖଣା
ଶଳା ପରିହାସି
ଉଚ୍ଚାରଣ
[ସମ୍ପାଦନା](ଶଳାପରିହାସୀଆ[ୟା]—ଅନ୍ୟରୂପ]
[ଶଳାପରିହାସୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଶଳା ପରିହାସି
|
ଦେଶଜ - ବିଶେଷ୍ୟ - ଓ ବିଶେଷଣ - ପୁଂ. (ସଂସ୍କୃତ - ଶ୍ୟାଳକ ଓ ପରିହାସ)
[ସମ୍ପାଦନା]ଶଳା ସମ୍ପର୍କୀୟ ବ୍ୟକ୍ତି ଯାହାକୁ ପରହାସ କରାଯାଏ —A person who stands in the relationship of a brother-in-law to a person and with whom a person can cut jokes.